ପରୀକ୍ଷା ବିଷୟରେ
ନୋଟ: 2025 ର SSC MTS ନୋଟିଫିକେସନ୍ କୁ ଆଧାର କରି ଦିଆଯାଇଛି
ମଲ୍ଟି-ଟାସ୍କିଂ (ନନ-ଟେକ୍ନିକାଲ୍) ଷ୍ଟାଫ୍, ଏବଂ ହାଭାଲଦାର (CBIC & CBN) ପରୀକ୍ଷା, 2025
| ବର୍ଣ୍ଣନା | ତାରିଖ |
|---|---|
| ଅନଲାଇନ୍ ଆବେଦନପତ୍ର ଦାଖଲ ପାଇଁ ତାରିଖ | 26-06-2025 ରୁ 24-07-2025 |
| ଅନଲାଇନ୍ ଆବେଦନପତ୍ର ଗ୍ରହଣ ପାଇଁ ଶେଷ ତାରିଖ ଓ ସମୟ | 24-07-2025 (23:00 hrs) |
| ଅନଲାଇନ୍ ଫି ପେମେଣ୍ଟ ପାଇଁ ଶେଷ ତାରିଖ ଓ ସମୟ | 25-07-2025 (23:00 hrs) |
| ‘ଆବେଦନପତ୍ର ସୁଧାର ପାଇଁ ଉଇଣ୍ଡୋ’ ଓ ସୁଧାର ଚାର୍ଜ ଅନଲାଇନ୍ ଦେୟ ପେମେଣ୍ଟ ପାଇଁ ତାରିଖ | 29-07-2025 ରୁ 31-07-2025 (23:00 hrs) |
| କମ୍ପ୍ୟୁଟର ଭିତ୍ତିକ ପରୀକ୍ଷାର ସୂଚୀ | 20 Sep - 24 Oct 2025 |
| ଅନଲାଇନ୍ ଆବେଦନପତ୍ର ପୂରଣ ସମୟରେ କୌଣସି ଅସୁବିଧା ହେଲେ କଲ କରିବାକୁ ଟୋଲ-ଫ୍ରି ହେଲ୍ପଲାଇନ୍ ନମ୍ବର | 1800 309 3063 (Toll Free) |
ଦରମା ସ୍କେଲ:
- 7ମ ବେତନ କମିଶନର ପେ ମ୍ୟାଟ୍ରିକ୍ସ ଅନୁସାରେ ପେ ଲେଭେଲ-1