ୱିଣ୍ଡୋଜ୍ କ୍ୱେସ୍ ୭୪ ର ପରିଚୟ
ପ୍ରଶ୍ନ: _______ କି’ ଏବଂ_______ କି’ ଅନ୍ୟ କି’ସମେଳରେ ବ୍ୟବହୃତ ହୋଇ ସର୍ଟକଟ୍ ଓ ବିଶେଷ କାମ କରାଇପାରେ।
ବିକଳ୍ପ:
A) Control, Alt
B) Function, toggle
C) Delete, Insert
D) Caps Lock, Num Lock
E) ଉପରୋକ୍ତ କେଉଁଟିନୁହେଁ
Show Answer
ଉତ୍ତର:
ସଠିକ୍ ଉତ୍ତର: A