ଇଣ୍ଟରନେଟ୍ ପ୍ରଶ୍ନ 35
ପ୍ରଶ୍ନ: ନୂଆ ୱେବ୍ ପୃଷ୍ଠାକୁ ଯିବା ପାଇଁ ଯେଉଁ URL ଆପଣ ଜାଣନ୍ତି, ସେଇ URL କୁ ବ୍ରାଉଜରର _______ ରେ ଟାଇପ୍ କରନ୍ତୁ ଏବଂ Enter ଚାପନ୍ତୁ
ବିକଳ୍ପ:
A) Address bar
B) Domain bar
C) Address button
D) Name button
E) None of the above
Show Answer
ଉତ୍ତର:
ସଠିକ ଉତ୍ତର: A