ସଂଖ୍ୟା ଶୃଙ୍ଖଳା ପ୍ରଶ୍ନ ୧୫୬
ପ୍ରଶ୍ନ-
ପ୍ରଶ୍ନବାଚକ ଚିହ୍ନ (?) ସ୍ଥାନରେ କ’ଣ ଆସିବ?
$10,24,50, ?, 170$
(1) 70
(2) 80
(3) 120
(4) 130
(5) 140
Show Answer
ସଠିକ ଉତ୍ତର: (3)
ସମାଧାନ: (3)
ପାଟର୍ଣ୍ଣ ଟି ହେଉଛି :
$3^{2}+1=9+1=10$
$5^{2}-1=25-1=24$
$7^{2}+1=49+1=50$
$11^{2}-1=121-1=120$
$13^{2}+1=169+1=170$
ନୋଟ : 3, 5, 7, 11 ଓ 13 କ୍ରମାଗତ ମୌଳିକ ସଂଖ୍ୟା।