ବିବିଧ ପ୍ରଶ୍ନ ୭୫
- ମୋହନ ତାଙ୍କର ସମ୍ପତ୍ତିକୁ ତାଙ୍କର ପତ୍ନୀ, ଚାରିଟି ପୁଅ, ତିନିଟି ଝିଅ ଓ ଛଅଟି ନାତିନାତୁନୀଙ୍କ ମଧ୍ୟରେ ଏପରି ଭାବେ ବାଣ୍ଟିଲେ ଯେ ପ୍ରତ୍ୟେକ ନାତିନାତୁନୀ ପ୍ରତ୍ୟେକ ପୁଅର ଷୋଳଭାଗ ଏକ ଓ ପ୍ରତ୍ୟେକ ଝିଅର ଦଶଭାଗ ଏକ ପାଇଲେ। ତାଙ୍କର ପତ୍ନୀ ପୁଅମାନେ ଓ ଝିଅମାନେ ମିଶି ଯେଉଁ ସମୂହ ଅଂଶ ପାଇଲେ, ତାହାର 60% ପାଇଲେ। ଯଦି ପ୍ରତ୍ୟେକ ଝିଅ ଟଙ୍କା 1.25 ଲକ୍ଷ ମୂଲ୍ୟର ସମ୍ପତ୍ତି ପାଆନ୍ତି, ତେବେ ତାଙ୍କର ପତ୍ନୀଙ୍କର ଅଂଶ କେତେ? (ଟଙ୍କାରେ)
(1) 705000
(2) 815000
(3) 750000
(4) 655000
(5) 710000
IBPS RRBs Officer CWE (Prelim Exam) 17.08.2019
Show Answer
ସଠିକ ଉତ୍ତର: 75. (1)
ସମାଧାନ: 75. (1) ପ୍ରତ୍ୟେକ ଝିଅ ପ୍ରାପ୍ତ ସମ୍ପତ୍ତିର ମୂଲ୍ୟ = ଟଙ୍କା 125000
ପ୍ରତ୍ୟେକ ନାତିନାତୁନୀ ପ୍ରାପ୍ତ ଅଂଶ = ଟଙ୍କା 12500
ପ୍ରତ୍ୟେକ ପୁଅ ପ୍ରାପ୍ତ ଅଂଶ
= ଟଙ୍କା (12500 × 16)
= ଟଙ୍କା 200000
∴ ମୋହନଙ୍କର ପତ୍ନୀ ପ୍ରାପ୍ତ ସମ୍ପତ୍ତିର ମୂଲ୍ୟ
= (200000 × 4 + 125000 × 3) × 60/100
= ଟଙ୍କା (800000 + 375000) × 3/5
= ଟଙ୍କା (1175000 × 3)/5
= ଟଙ୍କା 705000