ବିବିଧ ପ୍ରଶ୍ନ ୫୧
- ନାଉ ର ଡାଉନଷ୍ଟ୍ରିମ୍ ଗତି ଓ ଅପଷ୍ଟ୍ରିମ୍ ଗତି ମଧ୍ୟରେ ପାର୍ଥକ୍ୟ 6 km/hr ଏବଂ ନାଉ P ରୁ Q (ଡାଉନଷ୍ଟ୍ରିମ୍) 72 km 4 ଘଣ୍ଟାରେ ଯାଏ। ନାଉର ସ୍ଥିର ଜଳରେ ଗତି କେତେ?
(1) 15 km/hr
(2) 18 km/hr
(3) 20 km/hr
(4) 80 km/hr
(5) 24 km/hr
(IBPS RRBs Officer CWE (Prelim Exam) 18.08.2018)
Show Answer
ସଠିକ ଉତ୍ତର: 51. (1)
ସମାଧାନ: 51. (1) ନାଉର ସ୍ଥିର ଜଳରେ ଗତି = x kmph
ସ୍ରୋତର ଗତି = y kmph
ଡାଉନଷ୍ଟ୍ରିମ୍ ଗତି = (x+y) kmph
ଅପଷ୍ଟ୍ରିମ୍ ଗତି = (x-y) kmph
ପ୍ରଶ୍ନ ଅନୁଯାୟୀ,
(x+y) − (x−y) = 6
⇒ 2y = 6
⇒ y = 3 kmph
∴ ନାଉର ଡାଉନଷ୍ଟ୍ରିମ୍ ଗତି
= 72/4 = 18 kmph
∴ x+y = 18
⇒ x+3 = 18
⇒ x = 18−3 = 15 kmph