ତଥ୍ୟ ବ୍ୟାଖ୍ୟା ପ୍ରଶ୍ନ 257
ନିର୍ଦ୍ଦେଶାବଳୀ : ନିମ୍ନ ଗ୍ରାଫ୍କୁ ଦେଖି ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ।
2009 ରେ ଦୋକାନ M ଓ N ମିଶି ବିକ୍ରି ହୋଇଥିବା ମୋଟ ବ୍ୟାଗ ସଂଖ୍ୟା ଓ 2011 ରେ ବିକ୍ରି ହୋଇଥିବା ମୋଟ ବ୍ୟାଗ ସଂଖ୍ୟା ମଧ୍ୟରେ କେତେ ପାର୍ଥକ୍ୟ?
(1) 110
(2) 130
(3) 100
(4) 120
(5) 125
Show Answer
ସଠିକ ଉତ୍ତର: (1)
ସମାଧାନ: (1) ଆବଶ୍ୟକ ପାର୍ଥକ୍ୟ $=(340+250)-(170+310)$
$=590-480=110$