ତଥ୍ୟ ବ୍ୟାଖ୍ୟା ପ୍ରଶ୍ନ ୧୮୧

ନିର୍ଦ୍ଦେଶ: ନିମ୍ନରେ ଦିଆଯାଇଥିବା ସାରଣୀକୁ ଭଲ ଭାବେ ଅଧ୍ୟୟନ କରନ୍ତୁ ଏବଂ ଏହା ତଳେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ।

ଏକ ନିର୍ଦ୍ଷିଟ କମ୍ପାନୀ ‘X’ ର ବିଭିନ୍ନ ବିଭାଗରେ କାମ କରୁଥିବା ପ୍ରତ୍ୟେକ କର୍ମଚାରୀଙ୍କର ବାର୍ଷିକ ବେତନ (ଲକ୍ଷ ଟଙ୍କାରେ)

ବିଭାଗ
ବର୍ଷ
ଫାଇନାନ୍ସ ମାନବ
ସମ୍ବଳ
ମାର୍କେଟିଂ ଉତ୍ପାଦନ କ୍ରୟ
2008 2.96 2.58 2.75 2.25 2.8
2009 3.20 2.82 3.25 2.95 2.95
2010 3.44 3.1 3.5 3.0 3.10
2011 3.69 3.25 3.65 3.15 3.25
2012 4 3.6 3.75 3.25 3.35
2013 4.24 3.81 3.85 3.40 3.5

ମାନବ ସମ୍ବଳ ବିଭାଗର ଜଣେ କର୍ମଚାରୀଙ୍କର ବାର୍ଷିକ ବେତନ 2010 ବର୍ଷରୁ 2012 ବର୍ଷ ପର୍ଯ୍ୟନ୍ତ ପ୍ରାୟ କେତେ ପ୍ରତିଶତ ବୃଦ୍ଧି ପାଇଥିଲା?

(1) 16

(2) 12

(3) 14

(4) 18

(5) 23

Show Answer

ସଠିକ ଉତ୍ତର: (1)

ସମାଧାନ: (1) ଆବଶ୍ୟକ ପ୍ରତିଶତ ବୃଦ୍ଧି

$$ =\frac{3.6-3.1}{3.1} \times 100=\frac{500}{31} \approx $$

$16 \%$