ତଥ୍ୟ ବ୍ୟାଖ୍ୟା ପ୍ରଶ୍ନ ୧୧୬

ନିର୍ଦେଶାବଳୀ : ନିମ୍ନରେ ଦିଆଯାଇଥିବା ଗ୍ରାଫ୍ ଓ ସାରଣୀକୁ ଭଲ ଭାବେ ପଢ଼ି, ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ |

ଛଅଟି ଯାନ ଦୁଇ ଭିନ୍ନ ଦିନରେ ନେଇଥିବା ସମୟ (ଘଣ୍ଟାରେ)

ପ୍ରତିଦିନ ଛଅଟି ଯାନ ଦ୍ୱାରା ଅତିକ୍ରମ କରାଯାଇଥିବା ଦୂରତ୍ୱ (କିଲୋମିଟର୍)

ଯାନ ଦିନ 1 ଦିନ 2
A 832 864
B 516 774
C 693 810
D 552 765
E 935 546
F 703 636

ଦିନ 1 ରେ ଯାନ A ର ବେଗ ଓ ସେହି ଦିନ ଯାନ C ର ବେଗ ମଧ୍ୟରେ କେତେ ପାର୍ଥକ୍ୟ ଥିଲା?

(1) 7 km / hr.

(2) 12 km / hr.

(3) 11 km / hr

(4) 8 km / hr.

(5) ଏଥିରୁ କିଛି ନୁହେଁ

Show Answer

ସଠିକ ଉତ୍ତର: 3

ସମାଧାନ: (3) ଆବଶ୍ୟକ ପାର୍ଥକ୍ୟ

= (693/11 − 832/16) kmph = 63 − 52 = 11 kmph