ଆଲିଗେସନ୍ କିମ୍ବା ମିଶ୍ରଣ ପ୍ରଶ୍ନ 1

ପ୍ରଶ୍ନ

ମନିଶ 25 kg ଚାଉଳ ₹32 ପ୍ରତି kg ରେ ଓ 15 kg ଚାଉଳ ₹36 ପ୍ରତି kg ରେ କିଣିଲେ। ସେ ଦୁଇ ପ୍ରକାର ଚାଉଳ ମିଶାଇ ₹40.20 ପ୍ରତି kg ରେ ବିକ୍ରି କଲେ ତେବେ ତାଙ୍କୁ କେତେ ଲାଭ ହେଲା?

(1) 25%

(2) 40%

(3) 30%

(4) 20%

(5) ଏଥିରୁ କେଉଁଟିନୁହେଁ

(IBPS Bank PO/MT CWE-III 26.10.2013)

Show Answer

ଉତ୍ତର: (4)

ସମାଧାନ: (4)

40 kg ମିଶ୍ରଣର କ୍ରୟମୂଲ୍ୟ = ₹[(25 × 32)+(15 × 36)]

= ₹(800+540)= ₹1340

40 kg ମିଶ୍ରଣର ବିକ୍ରୟମୂଲ୍ୟ = ₹(40 × 40.2)= ₹1608

ଲାଭ = ₹(1608−1340)= ₹268

ଲାଭ % = 268/1340 × 100 = 20%